or_ta/translate/guidelines-authoritative/01.md

3.3 KiB

ଗୋଟିଏ ଆଧିକାରିକ ବାଇବଲ ଅନୁବାଦ ମୂଳ ଭାଷାରେ ବାଇବଲିୟ ପାଠ ଆଧାରିତ ଅଟେ ଯେପରି ବାଇବଲର ପୃଷ୍ଠଭୂମିର ଉଚ୍ଚତମ ଅଧିକାରୀର ଅର୍ଥ ଭାବରେ ।

ଗୋଟିଏ ଶାସ୍ତ୍ରଂଶକୁ ନେଇ ଯେତେବେଳେ ଦୁଇ କିମ୍ବା ଅଧିକ ଅନୁବାଦ ଅସମ୍ମତ ହୁଅନ୍ତି, ଏଥିରେ ମୂଳ ଭାଷା ହେଉଛି ଅର୍ଥ ନିର୍ଦ୍ଧାରଣ କରିବା ନିମନ୍ତେ ଅଧିକାରୀ । ବେଳେବେଳେ ଲୋକମାନେ କୌଣସି ବାଇବଲ ଅନୁବାଦକୁ ପ୍ରାଧାନ୍ୟ ଦିଅନ୍ତି ଯାହା ସେମାନେ ପଢିବାରେ ଅଭ୍ୟସ୍ତ ଓ ସେମାନେ ଅନ୍ୟମାନଙ୍କ ସହ ଯୁକ୍ତି କରନ୍ତି ଯେଉଁମାନେ ଅନ୍ୟାନ୍ୟ ଅନୁବାଦକୁ ପ୍ରାଧାନ୍ୟ ଦିଅନ୍ତି ।

କିନ୍ତୁ କୌଣସି ବାଇବଲ ଅନୁବାଦ ଉଚ୍ଚତ୍ତମ ଅଧିକାରୀ ନୁହନ୍ତି, ଯେହେତୁ ସେଗୁଡିକ ସବୁ ହେଉଛି ମୂଳର ଅନୁବାଦ କେବଳ । ଆଉ ସମସ୍ତ ଅନୁବାଦ ଗୁଡିକ ମୂଳ ଭାଷାର ଅଧିକାରୀରେ ଅମୁଖ୍ୟ । ସେଥିପାଇଁ ଆମ୍ଭେମାନେ ସର୍ବଦା ମୂଳ ବାଇବଲର ଭାଷାକୁ ଦେଖିବା ଉଚିତ ଯେତେବେଳେ ବାଇବଲକୁ କିପରି ଅନୁବାଦ କରିବା ନିଷ୍ପତ୍ତି ନେବା । ଯେହେତୁ ସମସ୍ତ ବାଇବଲ ଅନୁବାଦ ଦଳର ସଦସ୍ୟ ନଥାନ୍ତି ଯିଏ କି ବାଇବଲର ମୂଳ ଭାଷାକୁ ପଢିଛି, ଏହା ସର୍ବଦା ସମ୍ଭବ ନୁହେଁ ବାଇବଲିୟ ଭାଷାକୁ ବୁଝିବା ଯେତେବେଳେ ବାଇବଲ ଅନୁବାଦ ହେବ । ପରିବର୍ତ୍ତେ, ଅନୁବାଦ ଦଳ ଅନୁବାଦ ହୋଇଥିବା ଉପରେ ନିର୍ଭର କରିବେ ଯେହେତୁ ସେମାନେ ତାହାକୁ ପଢି ପାରିବେ, ଯାହାକି ବାଇବଲ ଭାଷା ଉପରେ ଅଧାରିତ ।

ଅଧିକାଂଶ ଅନୁବାଦ ଗୁଡିକ ବାଇବଲ ଭାଷାରୁ Gateway Languages ରେ ଅନୁବାଦ ହୋଇଥିଲା, ୟୁଏଲବି ସହିତ, କିନ୍ତୁ ସେଥିମଧ୍ୟରୁ କିଛି ହେଉଛି ଅନୁବାଦରୁ ଅନୁବାଦ । ଭୁଲ୍ ଥିବା ବିଷୟକୁ ପରିଚୟ କରାଇବା ସହଜ ଯେତେବେଳେ ଅନୁବାଦ ଦୁଇଟି କିମ୍ବା ତିନିଟି ସୋପାନ ମୂଳ ଠାରୁ ଅପସାରଣ କରଯାଇଥାଏ । ଏହି ସମସ୍ୟା ରୁ ବାହାରିବା ନିମନ୍ତେ ସାହାଯ୍ୟ, ଅନୁବାଦକ ଦଳ ତିନିଟି ବିଷୟରେ ଧ୍ୟାନ ଦେବ ଆବଶ୍ୟକ: