or_ta/translate/first-draft/01.md

2.5 KiB

ମୁଁ କିପରି ଆରମ୍ଭ କରେ?

  • ପ୍ରାର୍ଥନା କର ଯେପରି ଇଶ୍ବର ଯେଉଁ ଶାସ୍ତ୍ରାଅଂଶକୁ ଅନୁବାଦ କରିବାକୁ ଚାହୁଁଛନ୍ତି ତାହା ବୁଝିବା ପାଇଁ ଓ ଉତ୍ତମ ଭାବରେ ଆପଣା ଭାଷାରେ ଯୋଗାଯୋଗ କରିବା ନିମନ୍ତେ ତୁମକୁ ସାହାଯ୍ୟ କରିବେ ।
  • ଯଦି ଉନ୍ମୁକ୍ତ ବାଇବଲ କାହାଣୀ ଗୁଡିକୁ ଅନୁବାଦ କରୁଛନ୍ତି, ଅନୁବାଦ କରିବା ପୁର୍ବରୁ ଅନେକ ଥର ସମ୍ପୁର୍ଣ୍ଣ କାହାଣୀକୁ ପଢନ୍ତୁ । ଯଦି ତୁମେ ବାଇବଲକୁ ଅନୁବାଦ କରୁଛନ୍ତି, ସେଥିରୁ କୌଣସି ଅଂଶ ଅନୁବାଦ କରିବା ପୁର୍ବରୁ ପୁରା ଅଧ୍ୟାୟକୁ ପଢନ୍ତୁ । ଏହାଦ୍ବାରା ଆପଣ ଯେଉଁ ଅଂଶ ଅନୁବାଦ କରିବାକୁ ଯାଉଛନ୍ତି ତାହାର ବ୍ୟାପକ ପୃଷ୍ଠଭୁମି ବୁଝି ପାରିବେ ଓ ଆପଣ ଭଲ ଭାବେ ଅନୁବାଦ କରି ପାରିବେ ।
  • ଯୋଜନା କରିଥିବା ଶାସ୍ତ୍ରଂଶକୁ, ଆପଣଙ୍କ ନିକଟରେ ଯେତେଗୁଡିଏ ଅନୁବାଦ ହୋଇଥିବା ଶାସ୍ତ୍ର ଗୁଡିକ ଅଛି ପାଠ କର । ମୂଳ ଭାଷାର ରୁପ ଦେଖିବା ନିମନ୍ତେ ୟୁଏଲବି ତୁମକୁ ସାହାଯ୍ୟ କରିବ, ଓ ମୂଳ ଭାଷାର ଅର୍ଥ ବୁଝିବା ନିମନ୍ତେ ୟୁଡିବୀ ତୁମକୁ ସାହାଯ୍ୟ କରିବ । ଆପଣଙ୍କ ଭାଷାରେ ଲୋକମାନେ ଯେଉଁ ରୁପେ ଅର୍ଥ ଗୁଡିକୁ ସହଜରେ ବୁଝି ପାରିବେ ସେହି ବିଷୟ ଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ । ଯେକୌଣସି ବାଇବଲ ସାହାଯ୍ୟ କିମ୍ବା ଭାଷ୍ୟ ପଢନ୍ତୁ ଯାହା ସେହି ଶାସ୍ତ୍ରଂଶ ଆପଣଙ୍କୁ କହୁଛି ।
  • ଯେଉଁ ଶାସ୍ତ୍ରଂଶ ଅନୁବାଦ କରିବା ପାଇଁ ତୁମେ ଯୋଜନା କରିଛ ତାହାର ଅନୁବାଦ ସୂଚନା ଗୁଡିକ ପାଠ କରନ୍ତୁ ।