or_ta/translate/file-formats/01.md

11 KiB
Raw Permalink Blame History

ଅନୁବାଦ କରିବାର ବୈଷୟିକ ସ୍ବଭାବ

ଯେଉଁସମୟରେ ଅଧିକାଂଶ ଅନୁବାଦ ଅଂଶ ଭାଷା, ଶବ୍ଦ ଗୁଡିକ ଓ ବାକ୍ୟ ଗଠନ ଉପରେ ନଜର ଦିଆଯାଏ, ଏହା ସତ୍ୟ ଯେ ଅନୁବାଦ କରିବା ନିମନ୍ତେ ବୈଷୟିକ ଯାନ୍ତ୍ରିକ ବିଦ୍ୟା ମଧ୍ୟ ଗୁରୁତ୍ବପୁର୍ଣ୍ଣ ଭୁମିକା ବହନ କରେ ।

ବର୍ଣ୍ଣମାଳା, ଟଙ୍କଣ କରିବା, ଟଙ୍କଣ କରିବା ନିମନ୍ତେ ପ୍ରସ୍ତୁତ କରିବା, ପ୍ରତିରୁପ, ପ୍ରକାଶନ ଓ ବିତରଣ କରିବା ଇତ୍ୟାଦି ଅନେକ ବୈଷୟିକ ଦୃଷ୍ଟିକୋଣ ଗୁଡିକୁ ଅଛି । ଏହି ପ୍ରକ୍ରିୟାକୁ ସମ୍ଭବ କରିବା ନିମନ୍ତେ, କଛି ଉନ୍ନତ ମାନଦଣ୍ଡ ଗୁଡିକ ଅଛି ଯାହା ଗ୍ରହଣ କରାଯାଇ ଅଛି ।

ୟୁଏସଏଫଏମ୍:

ବାଇବଲ ଅନୁବାଦର ପ୍ରତିରୁପ ବହୁବର୍ଷ ଧରି, ବାଇବଲ ଅନୁବାଦର ଉନ୍ନତ ମାନଦଣ୍ଡ ୟୁଏସ୍ଏଫ୍ଏମ ହୋଇଅଛି (ବା ଯାହାକୁ କୁହାଯାଏ ୟୁନାଇଟେଡ ଷ୍ଟାଣ୍ଡାର୍ଡ ଫର୍ମାଟ୍ ମାରକର୍ସ ) ।

ଆମ୍ଭେ ମଧ୍ୟ ଏହି ଉନ୍ନତ ମାନଦଣ୍ଡକୁ ଗ୍ରହଣ କରୁଅଛୁ । ୟୁଏସଏଫଏମ ହେଉଛି ଏକ ଚିହ୍ନିତ ଭାଷା ଯାହା କମ୍ପ୍ୟୁଟରକୁ କାର୍ଯ୍ୟକ୍ରମ ପ୍ରକାଶ କରେ ଯେ କିପରି ପାଠ ଗୁଡିକର ଗଠନ ହେବ ।

ଉଦାହରଣ, ପ୍ରତ୍ୟେକ ଅଧ୍ୟାୟ ଏହିପରି ଚିହ୍ନିତ କରାଯାଇଛି ଯଥା ''\c 1'' କିମ୍ବା ''\c 33'' ।

ପଦ ଗୁଡିକ ଚିହ୍ନ ଦିଆଯାଇଛି ଯଥା ''\v 8'' କିମ୍ବା ''\v 14'' ।

ବାକ୍ୟଖଣ୍ଡ ଗୁଡିକ ଚିହ୍ନିଟ କରାଯାଇଛି ''\p'' ।

ଏହପରି ଅନେକ ଚିହ୍ନ ଗୁଡିକ ଦିଆଯାଇଛି ଯାହାର କିଛି ବିଶେଷ ଅର୍ଥ ରହିଛି

ତେଣୁ ବାକ୍ୟଖଣ୍ଡ ଯଥା ଯୋହନ ୧:୧- ୟୁଏସଏଫଏମ ଏହିପରି ଦେଖାଯିବ :

c 1

p

ପଦ୧ ଆଦ୍ୟରେ ବାକ୍ୟ ଥିଲେ, ଏବଂ ସେହି ବାକ୍ୟ ଇଶ୍ବରଙ୍କ ସଙ୍ଗରେ ଥିଲେ,ଓ ସେହି ବାକ୍ୟ ଇଶ୍ବର ଥିଲେ ।

/ପଦ ଏହି ଜଣେ, ବାକ୍ୟ, ଆଦ୍ୟରେ ଇଶ୍ବରଙ୍କ ସଙ୍ଗରେ ଥିଲେ ।

ଯେତେବେଳେ କମ୍ପ୍ୟୁଟର କାର୍ଯ୍ୟରେ ପଢିବ ଯେ ୟୁଏସଏଫଏମ କୁ ଏହିପରି ଦେଖିବ, ଏହା ସମସ୍ତ ଅଧ୍ୟାୟ ଗୁଡିକର ପ୍ରତିରୁପକୁ ଏହିପରି ଚିହ୍ନିତ କରେ (ଉଦାହରଣ, ବହୁଳ ସଂଖ୍ୟାରେ) ଓ ସମସ୍ତ ପଦର ସଂଖ୍ୟ ମଧ୍ୟ ସେହିରୁପେ (ଉଦାହରଣ, ଗୋଟିଏ ଛୋଟ ମୁଦ୍ରାକ୍ଷର ସଂଖ୍ୟା) ।

  • ବାଇବଲ ଅନୁବାଦ ନିଶ୍ଚୟ ୟୁଏସଏଫ୍ଏମ ରେ ହେବା ଆବଶ୍ୟକ ଯେପରି ଆମ୍ଭେମାନେ ତାହାକୁ ବ୍ୟବହାର କରିପାରିବା!

ୟୁଏସଏଫଏମ ସୁଚନାକୁ ଅଧିକ ଅଧ୍ୟୟନ କରିବା ପାଇଁ, ଦୟାକରି ପଢନ୍ତୁ http://paratext.org/about/usfm

ୟୁଏସ୍ ଏଫ୍ ଏମ କୁ ବ୍ୟବହାର କରି କିପରି ବାଇବଲ ଅନୁବାଦ କରିପାରିବେ ।

ଅଧିକାଂଶ ଲୋକ ୟୁଏସ୍ ଏଫ୍ ଏମ ରେ କିପରି ଲେଖିବେ ଜାଣନ୍ତି ନାହିଁ । ଏହି କାରଣ ହେତୁ ଆମ୍ଭେମାନେ ଅନୁବାଦଷ୍ଟୁଡିଓ ସୃଷ୍ଟି କଲୁ ।

ଯେତେବେଳେ ଆପଣ ଅନୁବାଦଷ୍ଟୁଡିଓ ଭିତରେ ଅନୁବାଦ କରିବେ, କୌଣସି ଚିହ୍ନିତ ଭାଷା ବିହୀନ ବାକ୍ୟ ସଂଶାଧିତ କରିବାର ଯନ୍ତ୍ର ତଥ୍ୟର ଅନୁରୁପ ଗୁଡିକ ଦେଖିବାକୁ ମିଳିବ । ଯାହାହେଉନା କାହିଁକି, ଅନୁବାଦଷ୍ଟୁଡିଓ ହେଉଛି ବାଇବଲ ଅନୁବାଦ ୟୁଏସ୍ ଏଫ୍ ଏମ ର ପ୍ରତିରୁପ ଯାହା ଆମେ ନିମ୍ନରେ ଦେଖିଥାଉ ।

ଏହିପରି, ଯେତେବେଳେ ଆପଣ ଆପଣଙ୍କର ଅନୁବାଦ ଠାରୁ ଅନୁବାଦଷ୍ଟୁଡିଓକୁ ପଠେଇବେ, ଯାହା ପଠାଯିବ ତାହାର ପ୍ରତିରୁପ ୟୁଏସ୍ ଏଫ ଏମ ଦ୍ବାର ହୋଇସାରିଛି ଓ ବିଭିନ୍ନ ପ୍ରତିରୁପରେ ଏହାକୁ ଶୀଘ୍ର ପ୍ରକାଶନ କରାଯାଇପାରିବ ।

ଅନୁବାଦକୁ ୟୁଏସ୍ ଏଫ୍ ଏମକୁ ପରିବର୍ତ୍ତନ କରିବା ।

ଯଦିଓ ଅନୁବାଦ କରିବା ନିମନ୍ତେ ୟୁଏସ୍ ଏଫ୍ ଏମ କୁ ବାହାର କରିବାକୁ ଦୃଢତା ଦିଆଯାଇଛି, ବେଳେ ବେଳେ ଏହାକୁ ବ୍ୟବହାର ନକରି ମଧ୍ୟ ଅନୁବାଦ କରାଯାଏ । ଏହିପରି ଅନୁବାଦ ମଧ୍ୟ ବ୍ୟବହାର ଯୋଗା କିନ୍ତୁ ପ୍ରଥମେ ୟୁଏସ୍ ଏଫ୍ ଏମର ଚିହ୍ନ ଗୁଡିକୁ ସଂଲଗ୍ନ କରାଯିବା ଆବଶ୍ୟକ ଅଟେ । ଅନୁବାଦଷ୍ଟୁଡିଓ ରେ କପି ଓ ପେଷ୍ଟ କରିବା ହେଉଛି ଗୋଟିଏ ପଦ୍ଧତି, ତେବେ ପଦ ଚିହ୍ନଟ କରିବାନିମନ୍ତେ ଉପଯୁକ୍ତ ସ୍ଥାନରେ ରଖନ୍ତୁ ।

ଯେତେବେଳେ ଏହା ସରିବ, ଅନୁବାଡ୍ ଗୁଡିକ ୟୁଏସ୍ ଏଫ୍ ଏମ କୁ ଆସିପାରିବ । ଏହି ପ୍ରକ୍ରିୟା ଶ୍ରମସାଧ୍ୟ ଅଟେ, ତେଣୁ ଆମେ ସୁପାରିଶ କରୁଛୁ ଯେ ଆପଣଙ୍କର ବାଇବଲ ଅନୁବାଦର କାର୍ଯ୍ୟ ଆରମ୍ଭରୁ ହିଁ ଅନୁବାଦଷ୍ଟୁଡିଓରେ କରନ୍ତୁ କିମ୍ବା ଆଉ ଅନ୍ୟ କୌଣସି ପ୍ରୋଗ୍ରାମ ଯାହା ୟୁଏସ୍ ଏଫ୍ ଏମ ବ୍ୟବହାର କରେ ।

ଅନ୍ୟ ସୁଚୀ ଗୁଡିକୁ ନିମନ୍ତେ ଚିହ୍ନିତ କର ।

ଭାଷାରେ ଚିହ୍ନ ଦେବା ଅତି ସାଧାରଣ ଅଟେ ଯାହା ଅଧିକାଂଶ ଅନ୍ତରାଷ୍ଟ୍ରୀୟ କମ୍ପ୍ୟୁଟର ତନ୍ତ୍ରରେ ବ୍ୟବହାର ହୋଇଥାଏ । ଚିହ୍ନିତ କରିବା ସମରୁପି ବିଭିନ୍ନତା ମଧ୍ୟରେ ପାଠ୍ୟ ଚିହ୍ନିବାରେ ବହୁତ ସହାୟତା କରେ (ଯେପରିକି ଓ୍ବେବପେଜ୍, ମୋବାଇଲ ଆପ୍, ପିଡିଏଫ୍ , ଇତ୍ୟାଦି ) ।

ଚିହ୍ନିତ କରିବା ଗ୍ରହଣ କରେ ବୋଲ୍ଡତେରେଛା ଅକ୍ଷର ଏହିପରି ଲେଖା ଯାଇଥାଏ:

ଚିହ୍ନିତ କରିବା ଗ୍ରହଣ କରେ ବୋଲ୍ଡତେରେଛା ଅକ୍ଷର ଏହିପରି ଶୀର୍ଷକକୁ ଚିହ୍ନିତ କରିବା ଗ୍ରହଣ କରେ:

ଶୀର୍ଷକ ୧

ଶୀର୍ଷକ

ଶୀର୍ଷକ ୩

ଚିହ୍ନିତ ମଧ୍ୟ ଲିନ୍କସ୍ ସାହାଯ୍ୟ କରେ

ଲିନ୍କସ୍ ଏହିପରି ଦେଖାଯାଉଥିବ ଓ ଲେଖା ଯାଇଥିବ https://unfoldingword.bible

https://unfoldingword.bible ଲୁକାୟିତ ଶବ୍ଦ ଗୁଡିକର ଲିନ୍କସ୍ ଏହିପରି ସାହାଯ୍ୟ କରେ :

uW Website(https://unfoldingword.bible)

ସୂଚନା ଥାଉକି ଏଚ୍ ଟିଏମ ମଧ୍ୟ ବୈଧତା ଚିହ୍ନିତ କରାଯାଇଥାଏ । ସ୍ମପୁର୍ଣ୍ଣ ଚିହ୍ନିତ ବାକ୍ୟରଚନା ତାଲିକା ନିମନ୍ତେ ଦୟାକରି ଦେଖାନ୍ତୁ

ଉପସଂହାର

ସରଳ ଉପାୟ ସୁଚିପତ୍ର ୟୁଏସ୍ଏଫଏମ କିମ୍ବା ଚିହ୍ନ ଗୁଡିକୁ ଚିହ୍ନିତ କରିବା ହେଉଛି ସମ୍ପାଦକ ବ୍ୟବହାର କରନ୍ତୁ ଯାହା ଏହିକାର୍ଯ୍ୟ କରିବା ନିମନ୍ତେ ପରିକଳ୍ପନା କରାଯାଇଅଛି । ଯଦି ଶବ୍ଦ ପ୍ରଣାଳୀ କିମ୍ବା ପାଠ ସମ୍ପାଦକ ବ୍ୟବହାର ହୋଇଥାଏ, ତେବେ ଚିହ୍ନିତ ବିଷୟ ଗୁଡିକୁ ହସ୍ତରେ ପ୍ରବେଶ କରିବାକୁ ପଡିବ ।

  • ସୂଚନା: ପାଠକୁ ବୋଲ୍ଡ, ତେରେଛା ଅକ୍ଷର, କିମ୍ବା ତଳେଗାର ଦେବା ଶବ୍ଦ ପ୍ରଣାଳୀ ଏହାକୁ ବୋଲ୍ଡ, ତେରେଛା ଅକ୍ଷର କିମ୍ବା ତଳେଗାର ଦେବା ଚିହ୍ନିତ ଭାଷାରେ କରେ ନାହିଁ । ଏହି ପ୍ରକାର ପ୍ରତିରୁପ ଧାର୍ଯ୍ୟ ହୋଇଥିବା ପରିକଳ୍ପନା ଦ୍ବାରା ଲେଖିବା ଉଚିତ ହେବ ।

କେଉଁ ସଫ୍ଟୱେର ବ୍ୟବହାର ହେବ ବିଚାର କରିବା ବେଳେ, ମେନରଖିବେ ଯେ ଅନୁବାଦ କେବଳ ଶବ୍ଦ ନୁହେଁ, ଏଥିରେ ଅନେକ୍ ପ୍ରକାର ଯାନ୍ତ୍ରିକ କୌଶଳ ମଧ୍ୟ ବ୍ୟବହାର ହୋଇଥାଏ ତାହାକୁ ବିଚାରକୁ ନେବା ଉଚିତ । ଯେକୌଣସି ସଫ୍ଟୱେର ବ୍ୟବହାର ହେଉନା କାହିଁକି, ମନେରଖନ୍ତୁ ବାଇବଲ ଅନୁବାଦ ଅନୁବାଦଷ୍ଟୁଡିଓରେ ଭର୍ତ୍ତି କରିବା ଆବଶ୍ୟକ ଓ ଅନ୍ୟ ବିଷୟ ଗୁଡିକୁ ଚିହ୍ନିତଭାଗରେ ରଖିବା ଆବଶ୍ୟକ ଅଟେ ।