or_ta/process/share-content/01.md

2.1 KiB
Raw Permalink Blame History

tS ରୁ ବିଷୟବସ୍ତୁ/ସାମଗ୍ରୀକୁ share କରିବା

translationStudio ରେ ଥିବା ସାମଗ୍ରୀକୁ share କରିବା ସହଜ ଅଟେ । Offline share ନିମନ୍ତେ, tS ତାଲିକାରୁ Backup feature କୁ ବ୍ୟବହାର କର । Online share ନିମନ୍ତେ, tS ତାଲିକାରୁ Upload feature କୁ ବ୍ୟବହାର କର ।

Door43 ରେ ବିଷୟବସ୍ତୁକୁ share କରନ୍ତୁ ।

ଯଦି ଆପଣ translationStudio ରୁ ନିଜ କାର୍ଯ୍ୟକୁ upload କରନ୍ତି, ତେବେ ସ୍ଵୟଂଚାଳିତ ରୂପେ Internetର Door43ରେ ଦେଖାଯିବ । Upload ହୋଇଥିବା ଆପଣଙ୍କ ସମସ୍ତ ବିଷୟବସ୍ତୁ ଆପଣଙ୍କ user account ର ଅନ୍ତର୍ଗତ ଦେଖାଯିବ । ଉଦାହରଣ ସ୍ଵରୂପେ, ଯଦି ଆପଣଙ୍କ ବ୍ୟବହାରକର୍ତ୍ତାଙ୍କ (user) ନାମ test user ଅଟେ, ତେବେ ଆପଣ ରେ ଆପଣଙ୍କର ସମସ୍ତ କାର୍ଯ୍ୟକୁ ପାଇପାରିବେ । ଆପଣ ନିଜ କାର୍ଯ୍ୟକୁ online ରେ ଅନ୍ୟମାନଙ୍କ ସହ share କରିପାରିବେ, ଏହା ଆପଣ upload କରିଥିବା ପ୍ରୋଜେକ୍ଟ୍ କୁ ଲିଙ୍କ୍ ଯୋଗାଇ ସେମମାନଙ୍କୁ ଦେଇ ପାରିବେ ।

offline ରେ ବିଷୟବସ୍ତୁକୁ share କରନ୍ତୁ ।

ଆପଣ Door43 ରେ ଆପଣଙ୍କର ପ୍ରୋଜେକ୍ଟ୍ ପୃଷ୍ଠାରୁ ଦଲିଲଗୁଡ଼ିକ generate ଓ download କରିପାରିବେ । ଥରେ ଆପଣ ଏହା downlod କରିବା ପରେ, ଆପଣ ସେଗୁଡ଼ିକୁ ଅନ୍ୟମାନଙ୍କ ନିକଟକୁ transfer କରି ପାରିବେ, ତଥାପି ଆପଣ hard copies କୁ ମୁଦ୍ରଣ ଓ ବିତରଣକୁ ଅନ୍ତର୍ଭୁକ୍ତ କରିବା ଇଚ୍ଛା କରି ପାରନ୍ତି ।