or_ta/process/intro-share/01.md

1.8 KiB

ବିତରଣ ସମୀକ୍ଷା

ଯଦି ବିଷୟବସ୍ତୁ ପ୍ରଚାରିତ ହୋଇ ବ୍ୟବହୃତ ହେବ ନାହିଁ, ତେବେ ଏହା ମୂଲ୍ୟହୀନ ଅଟେ । Door43 ଅନୁବାଦ ଓ ପ୍ରକାଶନ ମଞ୍ଚକୁ ବ୍ୟବହାର କରିବାର ଗୋଟିଏ ଉପକାର ରହିଛି, ଯାହାକି ଏହା ବିଷୟବସ୍ତୁ ବା ସାମଗ୍ରୀ ବିତରଣର ବହୁ ଅଂଶ ବିଶିଷ୍ଟ ଓ ସାଧାରଣ ମାଧ୍ୟମକୁ ଯୋଗାଇଥାଏ ।

ମୁକ୍ତ ଅନୁମତି ପତ୍ର

ସାମଗ୍ରୀ ବିତରଣକୁ ଉତ୍ସାହିତ କରୁଥିବା ବଡ କାରଣ ହେଉଛି (ମୁକ୍ତ ଅନୁମତି ପତ୍ର), ଯାହା Door43 ରେ ଥିବା ସମସ୍ତ ସାମଗ୍ରୀ ନିମନ୍ତେ ବ୍ୟବହୃତ । ଏହି ଅନୁମତି ପତ୍ର ସମସ୍ତଙ୍କୁ ସ୍ଵାଧୀନ ଦେଇଥାଏ, ଯେଉଁମାନଙ୍କୁ ଏହାର ଆବଶ୍ୟକ ଥାଏ:

  • ବାଣ୍ଟିବା/ଅଂଶୀ କରିବା - ସାମଗ୍ରୀକୁ ଯେକୌଣସି ମାଧ୍ୟମରେ ବା ଫୋର୍ମାଟ୍ ରେ ନକଲ ଓ ପୁନଃବିତରଣ କରିବା ।
  • ଗ୍ରହଣ କରିବା - ଶିକ୍ଷା ସାମଗ୍ରୀ ଉପରେ ପୁନଃ ମିଶ୍ରଣ, ପରିବର୍ତ୍ତନ ଓ ନିର୍ମାଣ କରିବା

ଯେକୌଣସି ଉଦ୍ଦେଶ୍ୟ ନିମନ୍ତେ, ଏପରିକି ବ୍ୟବସାୟିକ ଭାବରେ ।

ଅନୁମତି ପତ୍ରର ସର୍ତ୍ତ ଅଧୀନରେ ।