or_ta/checking/peer-check/01.md

1.4 KiB

କିପରି ଅନୁସନ୍ଧାନ ଯାଞ୍ଚ୍ କାର୍ଯ୍ୟକୁ କରିବେ

  • ଆପଣଙ୍କର ଅନୁବାଦକୁ ଏହି ଉଦ୍ଧୃତାଂଶରେ କାର୍ଯ୍ୟ କରି ନ ଥିବା ଅନୁବାଦ ଦଳର ସଭ୍ୟକୁ ଦିଅନ୍ତୁ। ସେହି ବ୍ୟକ୍ତି ଜଣକ ଯେଉଁ ଯେଉଁ ସ୍ଥାନରେ ସଂଶୋଧନର ଆବଶ୍ୟକତା ଅଛି, ସେଗୁଡ଼ିକୁ ଲେଖି ରଖି ସ୍ଵୟଂ ଯାଞ୍ଚ୍ ର ସମସ୍ତ ସମାନ ସୋପାନଗୁଡ଼ିକ ମଧ୍ୟ ଦେଇ ଗଲେ କି ?
  • ଏକତ୍ର ଅନୁବାଦକୁ ସମୀକ୍ଷା କରି ସେହି ସ୍ଥାନଗୁଡ଼ିକୁ ସଂଶୋଧନ କରି ସଠିକ୍ ଶବ୍ଦକୁ ସ୍ଥିର କରି ଲେଖନ୍ତୁ।
  • ଏହି ବ୍ୟକ୍ତିଙ୍କ ନିକଟରେ ସଂଶୋଧିତ ଅନୁବାଦକୁ ଉଚ୍ଚ ସ୍ଵରରେ ପାଠ କର ଏବଂ ଶବ୍ଦଟି ଯେପରି ଭାବାର୍ଥ ହେବା କଥା, ଯଦି ସେପରି ନ ହୁଏ ତେବେ ଆପଣଙ୍କ ସମ୍ପ୍ରଦାୟର ଲୋକମାନେ କହିବା ଅନୁସାରେ ଶବ୍ଦକୁ ସଂଶୋଧନ କରି ସଠିକ୍ ଶବ୍ଦକୁ ସ୍ଥିର କରି ଲେଖନ୍ତୁ ।