or_ta/checking/level3-approval/01.md

2.1 KiB

ତୃତୀୟ ସ୍ତର ଦୃଢ ଘୋଷଣା ନିମନ୍ତେ ସଠିକ୍ ଦଲିଲ

ମୁ, ର ପ୍ରତିନିଧିତ୍ଵ ଭାବରେ ମଣ୍ଡଳୀ ନେଟୱର୍କ ବା ବାଇବଲ ଅନୁବାଦ ଅନୁଷ୍ଠାନ ମଣ୍ଡଳୀ ନେଟୱର୍କ ବା ବାଇବଲ ଅନୁବାଦ ସଂଗଠନ ଭାଷା ସଂପ୍ରଦାୟ ନାମ ଭାଷା ସଂପ୍ରଦାୟ, ଅନୁବାଦର ସ୍ବୀକୃତି, ଓ ନିମ୍ନଲିଖିତକୁ ସତ୍ୟ ବୋଲି ଦାବି କରି କହେ: (ଶୂନ୍ୟ ସ୍ଥାନଗୁଡ଼ିକ ପୂରଣ କର)

  1. ଅନୁବାଦଟି ବିଶ୍ଵାସର ବକ୍ତବ୍ୟକୁ ଓ ଅନୁବାଦ ନିର୍ଦ୍ଦେଶାବଳୀକୁ ପାଳନ କରେ ।
  2. ଅନୁବାଦଟି ନିର୍ଦ୍ଦିଷ୍ଟ ଭାଷାରେ ନିର୍ଭୁଲ ଓ ସ୍ପଷ୍ଟ ଅଟେ ।
  3. ଅନୁବାଦଟି ନିର୍ଦ୍ଧିଷ୍ଟ ଭାଷାର ଏକ ଗ୍ରହଣଯୋଗ୍ୟ ଶୈଳୀକୁ ବ୍ୟବହାର କରେ ।
  4. ସଂପ୍ରଦାୟ ଅନୁବାଦକୁ ସ୍ଵୀକୃତି ଦିଏ ।

ଯଦି ଅନୁବାଦ ଦଳ ସହ ଦ୍ଵିତୀୟ ଥର ସାକ୍ଷାତ ପରେ କୌଣସି ସମସ୍ୟାର ଅମୀମାଂସା ରହିଥାଏ, ତେବେ ଦୟାକରି ସେଗୁଡ଼ିକୁ ଏଠାରେ ଲେଖନ୍ତୁ ।

ଦସ୍ତଖତ: ଏଠାରେ ସ୍ଵାକ୍ଷର କରନ୍ତୁ

ପଦବୀ: ଆପଣଙ୍କ ପଦବୀ ଏଠାରେ ପୂରଣ କରନ୍ତୁ

Gateway ଭାଷା ନିମନ୍ତେ, ଆପଣ ମୂଳ ଲେଖା ପ୍ରକ୍ରିୟା ପାଠକୁ ଅନୁକରଣ କରିବା ଆବଶ୍ୟକ ଯଦ୍ୱାରା ଆପଣଙ୍କ ଅନୁବାଦ ଗୋଟିଏ ମୂଳ ଲେଖା ହୋଇପାରିବ।