or_ta/checking/alphabet/01.md

3.2 KiB

ଅନୁବାଦ ନିମନ୍ତେ ବର୍ଣ୍ଣମାଳା

ଆପଣ ଅନୁବାଦ କରିବା ସମୟରେ, କିପରି ଶବ୍ଦ ଉଚ୍ଚାରଣ ହୁଏ ତହିଁ ବିଷୟରେ ନିଜକୁ ପ୍ରଶ୍ନ କରନ୍ତୁ। ଯଦି ଭାଷାର ଉଚ୍ଚାରଣକୁ ପ୍ରତିନିଧିତ୍ଵ କରିବା ପାଇଁ ଉପଯୁକ୍ତ ବର୍ଣ୍ଣମାଳା ଚୟନ କରାଯାଇଛି, ଏବଂ ଅନୁବାଦକୁ ପଡିବାରେ ସହଜ କରିବା ହେତୁ ଯଦି ଶଦ୍ଦଗୁଡିକୁ ସୁସଂଗତ ଭାବରେ ଲେଖାଯାଇଛି, ସେହିସବୁକୁ ଏହି ପ୍ରଶ୍ନଗୁଡିକ ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିବେ।

୧. ବର୍ଣ୍ଣମାଳାଟି ନୂତନ ଅନୁବାଦରେ ଥିବା ଭାଷାର ଉଚ୍ଚାରଣକୁ ପ୍ରତିନିଧିତ୍ଵ କରିବା ପାଇଁ ଉପଯୁକ୍ତ କି ? ଭିନ୍ନ ଅର୍ଥ କରୁଥିବା ଏପରି କୌଣସି ଉଚ୍ଚାରଣ ଅଛି କି, କିନ୍ତୁ ଅନ୍ୟ ଉଚ୍ଚାରଣ ଭାବ ସେହି ସମାନ ପ୍ରତୀକକୁ ବ୍ୟବହାର କରିବାକୁ ପଡୁଛି ? ଏହି ଶବ୍ଦଗୁଡିକୁ ପଢିବାରେ କଠିନ ମନେ ହେଉଛି କି ? ଏହି ଲେଖାଗୁଡ଼ିକୁ ସଜାଇବା ପାଇଁ ଓ ଭିନ୍ନତା ଦେଖାଇବା ପାଇଁ ଅତିରିକ୍ତ ଚିହ୍ନ ବ୍ୟବହାର କରାଯାଇ ପାରିବ କି ?

୧. ପୁସ୍ତକରେ ଶବ୍ଦର ସଠିକ୍ ବନାନକୁ ସୁସଙ୍ଗତ ଭାବରେ ବ୍ୟବହାର କରାଯାଇଛି କି ? (ଭିନ୍ନ ଭିନ୍ନ ପରିସ୍ଥିତିରେ କିପରି ଶବ୍ଦଗୁଡିକୁ ପରିବର୍ତ୍ତନ କରାଯାଏ ତାହାର ନିୟମଗୁଡିକୁ ଲେଖକଙ୍କୁ ପରିଦୃଷ୍ଟି କରିବା ପାଇଁ ନିୟମଗୁଡିକ ଅଛି କି? ସେମାନେ ବର୍ଣ୍ଣନା କରିପାରିବେ କି ଯଦ୍ୱାରା ଅନ୍ୟମାନେ ଜାଣିବେ ଯେ ଭାଷାକୁ କିପରି ସହଜରେ ପଢିବେ ଓ ଲେଖିବେ ?)

୧. ଅନୁବାଦକ ଅଧିକାଂଶ ଭାଷା ସମାଜର ଲୋକମାନଙ୍କ ଦ୍ଵାରା ଗ୍ରହଣଯୋଗ୍ୟ ହେବା ଭଳି ଭାବର ଅଭିବ୍ୟକ୍ତ, ବାକ୍ୟାଂଶ, ସଂଯୋଜକ ଓ ଶବ୍ଦର ସଠିକ୍ ବନାନକୁ ବ୍ୟବହାର କରିଛନ୍ତି କି ?

ଯଦି କୌଣସି ବର୍ଣ୍ଣମାଳା କିମ୍ବା ଶବ୍ଦର ସଠିକ୍ ବନାନ ଭୁଲ ଅଛି, ତେବେ ସେଗୁଡ଼ିକୁ ଲେଖି ରଖ, ଯଦ୍ୱାରା ଆପଣ ଅନୁବାଦକ ଦଳ ସହିତ ଏହାକୁ ଆଲୋଚନା କରି ପାରିବେ ।