or_obs/content/front/intro.md

3.2 KiB

ଉନ୍ମୁକ୍ତ ବାଇବଲର କାହାଣୀଗୁଡ଼ିକ

**କୋଟକଣାହୀନ ଦୃଶ୍ୟମାନ ଏକ କ୍ଷୁଦ୍ର ବାଇବଲ **

ଯେ କୌଣସି ଭାଷାରେ ବାଇବଲର ୫୦ ଟି ମୁଖ୍ୟ କାହାଣୀଗୁଡ଼ିକ, ସୃଷ୍ଟିରୁ ଆରମ୍ଭ କରି ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ, ପାଠ୍ୟପୁସ୍ତକ, ଅଡ଼ିଓ ଓ ଭିଡ଼ିଓ ମାଗଣାରେ ଉପଲବ୍ଧ ଅଟେ ।

http://openbiblestories.com

ଏହି କାର୍ଯ୍ୟ ଅନ୍ଫଲ୍ଡିଂଓ୍ୱାର୍ଡ୍® ଉନ୍ମୁକ୍ତ ବାଇବଲର କାହାଣୀଗୁଡ଼ିକର ଏକ ଅନୁବାଦ ଅଟେ । https://openbiblestories.org ରେ ଅନ୍ଫଲ୍ଡିଂଓ୍ୱାର୍ଡ୍ ଦ୍ଵାରା କରାଯାଇଥିବା ମୂଳ କାର୍ଯ୍ୟ ଉପଲବ୍ଧ ଅଟେ ।

ଏହି କାର୍ଯ୍ୟକୁ କ୍ରିଏଟିଭ୍ କୋମ୍ମୋନ୍ ଏଟ୍ରି‌ବ୍ୟୁସନ୍-ଶେୟାର୍‌ଏଲାଇକ୍ ୪.0 ଅନ୍ତର୍ରାଷ୍ଟ୍ରୀୟ ଲାଇସେନ୍ସ୍ ଅଧିନରେ ଉପଲବ୍ଧ କରାଯାଇଅଛି । ଏହି ଲାଇସେନ୍ସ୍ ର ଏକ କପିକୁ ଦେଖିବା ପାଇଁ http://creativecommons.org/licenses/by-sa/4.0/ ପରିଦର୍ଶନ କରନ୍ତୁ କିମ୍ବା କ୍ରିଏଟିଭ୍ କୋମ୍ମୋନ୍ସକୁ ଏକ ପତ୍ର ଲେଖନ୍ତୁ, PO Box 1866, Mountain View, CA 94042, USA ।

ଏହି କାର୍ଯ୍ୟର ଆପଣଙ୍କ ଅନୁବାଦ ବିଷୟରେ ଆପଣ ଯଦି ଅନ୍ଫଲ୍ଡିଂଓ୍ୱାର୍ଡ୍କୁ ଅଧିସୂଚିତ କରିବାକୁ ଚାହାନ୍ତି, ଦୟାକରି https://unfoldingword.org/contact/ ରେ ଆମ୍ଭମାନଙ୍କୁ ଯୋଗାଯୋଗ କରନ୍ତୁ ।

ଏଟ୍ରି‌ବ୍ୟୁସନ୍ ଓଫ୍ ଆର୍ଟଓ୍ୱାର୍କ୍: କାହାଣୀରେ ବ୍ୟବହୃତ ସମସ୍ତ ପ୍ରତିମା © ସ୍ବିଟ୍ ପବ୍ଲିସିଂ (www.sweetpublishing.com)ଏବଂ କ୍ରିଏଟିଭ୍ କୋମ୍ମୋନ୍ ଏଟ୍ରି‌ବ୍ୟୁସନ୍-ଶେୟାର୍‌ଏଲାଇକ୍ ଲାଇସେନ୍ସ୍ ଅଧିନରେ ଉପଲବ୍ଧ କରାଯାଇଅଛି। (http://creativecommons.org/licenses/by-sa/3.0) ।

ସମଗ୍ର ବିଶ୍ଵ- ବିଶ୍ଵ ମଣ୍ଡଳୀରେ ଖ୍ରୀଷ୍ଟଙ୍କ ଠାରେ ଥିବା ସମସ୍ତ ଭାଇ ଓ ଭଉଣୀମାନଙ୍କୁ । ଏହା ଆମର ପ୍ରାର୍ଥନା ଯେ ପରମେଶ୍ଵର ଆପଣମାନଙ୍କୁ ଆଶୀର୍ବାଦ, ମଜବୁତ୍ ଓ ଉତ୍ସାହିତ କରିବା ପାଇଁ ତାହାଙ୍କ ବାକ୍ୟକୁ ବ୍ୟବହାର କରନ୍ତୁ ।