or_obs-tq/content/50/04.md

640 B

ଜଗତ ଯେପରି ଯୀଶୁଙ୍କୁ ଘୃଣା କରେ, ତାହାଙ୍କ ଶିଷ୍ୟମାନଙ୍କ ସହିତ କିପରି ବ୍ୟବହାର କରିବେ ?

ଜଗତ ତାହାଙ୍କ ଶିଷ୍ୟମାନଙ୍କୁ ତାଡନା କରିବ

ଯେଉଁମାନେ ଶେଷ ପର୍ଯ୍ୟନ୍ତ ବିଶ୍ଵସ୍ତ ରହିବେ, ପରମେଶ୍ଵର ସେମାନଙ୍କୁ କଣ ପ୍ରତିଜ୍ଞା କରନ୍ତି ?

ସେ ସେମାନଙ୍କୁ ରକ୍ଷା କରିବାକୁ ପ୍ରତିଜ୍ଞା କରନ୍ତି .