or_obs-tq/content/50/02.md

902 B

ଆମ୍ଭେମାନେ କିପରି ରହିବା ପାଇଁ ପରମେଶ୍ଵର ଚାହାନ୍ତି, ଯେପରି ଆମେ ଯୀଶୁଙ୍କ ଫେରି ଆସିବାରେ ଅପେକ୍ଷା କରୁ ?

ଆମ୍ଭେମାନେ ପବିତ୍ର ଏବଂ ତାହାଙ୍କୁ ଆଦର କରିବା ପରି ଏକ ଜୀବନ କାଟିବାକୁ ସେ ଚାହାଁନ୍ତି ।

ପୃଥିବୀର ଶେଷ ହେବା ପୂର୍ବରୁ କେଉଁ ବିଷୟ ଗୁଡିକ ଘଟିବ ବୋଲି ଯୀଶୁ କହିଲେ ?

ତାଙ୍କର ଶିଷ୍ୟମାନେ ଇଶ୍ଵରଙ୍କ ରାଜ୍ୟର ଶୁଭସମ୍ବାଦ ଜଗତରେ ଥିବା ସମସ୍ତ ଲୋକଙ୍କୁ ପ୍ରଚାର କରିବେ, ତା’ପରେ ହିଁ ଯୁଗାନ୍ତ ହେବ ।