or_obs-tq/content/49/18.md

537 B

କେଉଁ କେଉଁ ବିଷୟଗୁଡିକୁ ପରମେଶ୍ଵର ଖ୍ରୀଷ୍ଟିୟାନମାନଙ୍କୁ କରିବା ପାଇଁ କୁହନ୍ତି ?

ଆମ୍ଭେମାନେ ପ୍ରାର୍ଥନା କରିବା ଉଚିତ୍, ତାଙ୍କ ବାକ୍ୟ ଅଧ୍ୟୟନ କରିବା ଉଚିତ୍, ତାହାଙ୍କୁ ଉପାସନା ଏବଂ ଯାହା ସେ କରି ଅଛନ୍ତି, ଅନ୍ୟମାନଙ୍କୁ କହିବା ଉଚିତ୍