or_obs-tq/content/48/13.md

425 B

ରାଜା ଦାଉଦଙ୍କୁ କରିଥିବା ପରମେଶ୍ଵରଙ୍କ ପ୍ରତିଜ୍ଞାକୁ ଯୀଶୁ କିପରି ସମ୍ପୁର୍ଣ୍ଣ କରନ୍ତି ?

ଯେହେତୁ ଯୀଶୁ ଇଶ୍ଵରଙ୍କ ପୁତ୍ର ଥିଲେ, ସେ ଦାଉଦଙ୍କ ବଂଶରୁ ଥିଲେ ଯିଏ ଚିରକାଳ ରାଜତ୍ଵ କରିବେ ।