or_obs-tq/content/48/07.md

539 B

ଅବ୍ରହାମଙ୍କୁ ପରମେଶ୍ଵରଙ୍କ ପ୍ରତିଜ୍ଞା ଯୀଶୁଙ୍କ ଦ୍ଵାରା କିପରି ସମ୍ପୁର୍ଣ୍ଣ ହେଲା ?

ସମସ୍ତ ଲୋକଦଳରୁ ପ୍ରତ୍ୟେକେ, ଯେଉଁମାନେ ଯୀଶୁଙ୍କୁ ବିଶ୍ଵାସ କରନ୍ତି ପାପରୁ ଉଦ୍ଧାର ପାଇଅଛନ୍ତି, ଏବଂ ଅବ୍ରହାମଙ୍କର ଆତ୍ମିକ ବଂଶରେ ମିଶି ଅଛନ୍ତି ।