or_obs-tq/content/47/09.md

422 B

କଣ ହେଲା ଯେତେବେଳେ ପାଉଲ ଓ ଶୀଲା ଗୀତ ଗାଉଥିଲେ ?

ସେଠାରେ ଏକ ବଡ ଭୂମିକମ୍ପ ହେଲା, କାରାଗାରରେ ଥିବା ସମସ୍ତ ଦ୍ଵାର ଖୋଲିଗଲା, ଏବଂ ସମସ୍ତ ବନ୍ଦୀମାନଙ୍କ ହସ୍ତରୁ ଶିକୁଳିଗୁଡିକ ଖସିପଡିଲା ।