or_obs-tq/content/47/04.md

904 B

ଭୂତ ଗ୍ରସ୍ତ ହୋଇଥିବା ଦାସୀ ଝିଅ ନିରନ୍ତର ଭାବରେ ଚିତ୍କାର କରି କ'ଣ କହୁଥିଲା ଯେତେବେଳେ ସେ ପାଉଲ ଏବଂ ଶିଲାଙ୍କୁ ଦେଖିଲା ?

ଏହି ପୂରୁଷମାନେ ସର୍ବୋପରିସ୍ଥ ଇଶ୍ଵରଙ୍କ ଦାସମାନେ ଅଟନ୍ତି ।ସେମାନେ ଉଦ୍ଧାରପ୍ରାପ୍ତ ହେବାର ଉପାୟ କହୁଅଛନ୍ତି!

କିପରି ଭାବରେ ମନ୍ଦ ଆତ୍ମାର ସାକ୍ଷ୍ୟକୁ ପାଉଲ ପ୍ରତିଉତ୍ତର ଦେଲେ ?

ପାଉଲ ବିରକ୍ତ ହୋଇଗଲେ ଏବଂ ସେହି ଭୂତକୁ ଦାସୀ ବାଲିକା ପାଖରୁ ଛାଡି ଚାଲିଯିବାକୁ ଆଜ୍ଞା ଦେଲେ .