or_obs-tq/content/47/01.md

556 B

କେଉଁ ରୋମୀୟ ନାମ ଯେ ଶାଉଲ ବ୍ୟବହାର କରିବାକୁ ଆରମ୍ଭ କଲେ ?

ପାଉଲ.

ଫିଲିପ୍ପୀର କେଉଁ ସ୍ଥାନରେ ପାଉଲ ଯୀଶୁଙ୍କ ଶୁଭସମ୍ବାଦ ଘୋଷଣା କରିବାକୁ ଗଲେ ?

ସେମାନେ ଏକ ନଦୀ ନିକଟସ୍ଥ ସହର ବାହାରକୁ ଗଲେ ଯେଉଁଠାରେ ଲୋକମାନେ ପ୍ରାର୍ଥନା କରିବାକୁ ଜମା ହୁଅନ୍ତି