or_obs-tq/content/46/10.md

796 B

ଆନ୍ତିୟଖିଆରେ ଥିବା ମଣ୍ଡଳୀ କଣ କରୁଥିଲେ ଯେତେବେଳେ ପବିତ୍ର ଆତ୍ମା ବର୍ଣ୍ଣଵା ଏବଂ ସାଉଲଙ୍କୁ ପୃଥକ୍ ହେବାକୁ କହିଲେ ?

ସେମାନେ ପ୍ରାର୍ଥନା ଏବଂ ଉପବାସ କରୁଥଲେ .

ଆନ୍ତିୟଖିୟାରେ ଥିବା ମଣ୍ଡଳୀ କେଉଁ ଉଦ୍ଦେଶ୍ୟରେ ସାଉଲ ଏବଂ ବର୍ଣ୍ଣଵାଙ୍କୁ ପଠାଇଥିଲେ ?

ସେମାନେ ଅନେକ ସ୍ଥାନରେ ଯୀଶୁଙ୍କ ବିଷୟକ ଶୁଭସମ୍ବାଦ ପ୍ରଚାର କରିବା ନିମନ୍ତେ ସେମାନଙ୍କୁ ପଠାଇଲେ ।