or_obs-tq/content/46/09.md

459 B

ଆନ୍ତିୟଖିଆରେ ଥିବା ଲୋକମାନଙ୍କ ବିଷୟରେ ଯେଉଁମାନେ ବିଶ୍ଵାସୀ ଥିଲେ, ତଫାତ କଣ ଥିଲା ?

ସେମାନେ ଯିହୂଦୀ ନ ଥିଲେ .

ଆନ୍ତିୟଖିଆରେ ଥିବା ବିଶ୍ଵାସୀମାନଙ୍କ ପାଇଁ କେଉଁ ନାମ ପ୍ରଥମେ ଦିଆଗଲା ?

ଖ୍ରୀଷ୍ଟିୟାନ .