or_obs-tq/content/46/04.md

614 B

ଶାଉଲଙ୍କ ସହିତ କଥା ହେବା ପାଇଁ ହନନିୟ କାହିଁକି ଭୟ କରୁଥିଲେ ?

ସେ ଶୁଣିଥିଲେ ଯେ ଶାଉଲ ବିଶ୍ଵାସୀମାନଙ୍କୁ ତାଡନା କରୁଥିଲେ

କେଉଁ ଉଦ୍ଦେଶ୍ୟରେ ଶାଉଲଙ୍କୁ ମନୋନିତ କରିଛନ୍ତି ବୋଲି ପରମେଶ୍ଵର କହିଲେ ?

ଶାଉଲ ଯିହୂଦୀ ଓ ଅନ୍ୟ ଲୋକଦଳ ମଧ୍ୟରେ ପରମେଶ୍ଵରଙ୍କ ନାମକୁ ଘୋଷଣା କରିବ