or_obs-tq/content/45/08.md

272 B

ଇଥିଓପିଆ ପଦାଧିକାରୀ କ'ଣ କରୁଥିଲେ ଯେତେବେଳେ ଫିଲିପ୍ପ ପହଁଚିଲେ ?

ଯିଶାଇୟ ଯାହା ଲେଖିଥିଲେ, ସେଥିରୁ ସେ ପାଠ କରୁଥିଲେ .