or_obs-tq/content/43/11.md

435 B

ପିତର ଲୋକମାନଙ୍କୁ କଣ କରିବାକୁ କହିଲେ ?

ପିତର ସେମାନଙ୍କୁ ଅନୁତାପ କରିବା ପାଇଁ ଏବଂ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେବାପାଇଁ କହିଲେ, ଯେପରିକି ଇଶ୍ଵର ସେମାନଙ୍କର ପାପକ୍ଷମା କରିବେ ।