or_obs-tq/content/43/05.md

637 B

କେଉଁ କାରଣରୁ ଶିଷ୍ୟମାନେ ଏପରି କଥା ହେଉଅଛନ୍ତି ବୋଲି ଲୋକମାନେ ଚିନ୍ତା କରିବାକୁ ଲାଗିଲେ ?

କିଛି ଲୋକ ଶିଷ୍ୟମାନେ ମାତାଲ ହୋଇଛନ୍ତି ବୋଲି ଅଭିଯୋଗ କଲେ ।

ସେମାନେ ଏହି ଭାଷାଗୁଡିକ କହିବାର କାରଣ କଣ ଅଟେ ବୋଲି ପିତର କହିଲେ ?

ପିତର କହିଲେ ପରମେଶ୍ଵର ତାଙ୍କ ଉପରେ ଆତ୍ମା ଢ଼ାଳୁଅଛନ୍ତି .