or_obs-tq/content/43/02.md

1001 B

ଯିହୁଦୀମାନେ କେବେ ପେନ୍ତିକୋଷ୍ଟ ଦିନ ପାଳନ କରନ୍ତି ?

ନିସ୍ତାରପର୍ବର ୫୦ ଦିନ ପରେ ପ୍ରତି ବର୍ଷ ଯିହୂଦୀମାନେ ପେଣ୍ଟିକଷ୍ଟ ଦିବସ ପାଳନ କରୁଥିଲେ ।

ଯୀଶୁ ମୃତ୍ୟୁରୁ ଉଠିଲା ପରେ, ପେଣ୍ଟିକୋଷ୍ଟ ସମୟରେ ବିଶ୍ଵାସୀମାନେ କ'ଣ କରୁଥିଲେ ?

ସେହିସ୍ଥାନରେ ଏକ ଉଚ୍ଚ ଶବ୍ଦରେ ପ୍ରଚଣ୍ଡ ପବନ ବହିଲା, ସେମାନଙ୍କ ଉପରେ ଅଗ୍ନିସ୍ଵରୁପ ଏକ ଜିହ୍ୱା ଅଧିଷ୍ଠିତ ହେଲା ଏବଂ ସମସ୍ତେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେଲେ ଏବଂ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ ।