or_obs-tq/content/42/11.md

967 B

କାହିଁକି ଯୀଶୁ ଶିଷ୍ୟମାନଙ୍କୁ ଯିରୁଶାଲମରେ ଅପେକ୍ଷା କରିବାକୁ କହିଥିଲେ ?

ପିତା ସେମାନଙ୍କୁ ଶକ୍ତି ନ ଦେବାଯାଏ ଯେତେବେଳେ ପବିତ୍ର ଆତ୍ମା ସେମାନଙ୍କ ଉପରକୁ ଅବତରଣ କରିବେ, ସେପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରିବାକୁ ପଡିବ .

ଯୀଶୁଙ୍କ ପୂନରୁତ୍ଥାନର ଚାଲିଶ୍ ଦିନ ପରେ ସେ କେଉଁଠାକୁ ଗଲେ ?

ସେ ସ୍ଵର୍ଗକୁ ଗଲେ .

ଯୀଶୁ ବର୍ତ୍ତମାନ କ'ଣ କରୁଅଛନ୍ତି ?

ସେ ଇଶ୍ଵରଙ୍କ ଦକ୍ଷିଣ ପାର୍ଶ୍ଵରେ ବସିଛନ୍ତି ଏବଂ ସମସ୍ତ ଉପରେ ଶାସନ କରୁଛନ୍ତି ।