or_obs-tq/content/42/08.md

801 B

ଯୀଶୁଙ୍କ ଶିଷ୍ୟମାନଙ୍କୁ କେଉଁ ସମ୍ବାଦ ପ୍ରଚାର କରିବାର ଥିଲା ?

ସେମାନେ ଏହା ପ୍ରଚାର କରୁଥିଲେ ଯେ ପ୍ରତ୍ୟେକେ ପାପକ୍ଷମା ପାଇବା ନିମନ୍ତେ ଅନୁତାପ କରିବା ଉଚିତ୍

କେଉଁ ସ୍ଥାନ ମାନଙ୍କରେ ଯୀଶୁଙ୍କ ଶିଷ୍ୟମାନଙ୍କୁ ଏହି ପ୍ରଚାର କରିବାର ଥିଲା ?

ସେମାନେ ପ୍ରଥମେ ଏହା ଯିରୁଶାଲମରେ ପ୍ରଚାର କରିବେ, ଏବଂ ସବୁ ସ୍ଥାନରେ ଥିବା ସମସ୍ତ ଲୋକଦଳମାନଙ୍କ ନିକଟକୁ ଯିବେ ।