or_obs-tq/content/42/03.md

348 B

ଭବିଷ୍ୟତବକ୍ତାମାନେ ଖ୍ରୀଷ୍ଟଙ୍କ ପ୍ରତି କଣ ଘଟିବ ବୋଲି କହିଥିଲେ ?

ଖ୍ରୀଷ୍ଟ ଦୁଃଖଭୋଗ କରିବେ ଏବଂ ବଧ କରାଯିବେ ଏବଂ ତୃତୀୟ ଦିବସରେ ପୁନର୍ବାର୍ ଉଠିବେ ।