or_obs-tq/content/42/02.md

464 B

ଦୁଇ ଶିଷ୍ୟମାନେ ଯୀଶୁଙ୍କୁ କିଏ ବୋଲି ଚିନ୍ତା କଲେ ଯେତେବେଳେ ସେ ସେମାନଙ୍କ ସହିତ ମିଶିଲେ ?

ସେମାନେ ଭାବିଲେ ଯେ ସେ ଜଣେ ପରିଦର୍ଶକ ଅଟନ୍ତି ଯିଏ ଯିରୁଶାଲମରେ ଘଟିଯାଇଥିବା ବିଷୟଗୁଡିକୁ ଜାଣିନାହାଁନ୍ତି ।