or_obs-tq/content/41/02.md

416 B

ଯୀଶୁଙ୍କ ସମାଧିକୁ ଜଗି ରହିବା ପାଇଁ ଯିହୁଦୀ ନେତାମାନେ କଣ କଲେ ?

ସେମାନେ ସମାଧି ସ୍ଥାନକୁ ଜଗିବା ପାଇଁ ସୈନ୍ୟମାନଙ୍କୁ ରଖିଲେ ଏବଂ ପ୍ରବେଶ ସ୍ଥାନରେ ଥିବା ପଥରକୁ ମୁଦ୍ରାଙ୍କିତ କଲେ ।