or_obs-tq/content/41/01.md

904 B

ଯୀଶୁ ତାଙ୍କ ମୃତ୍ୟୁର ତିନି ଦିନ ପରେ କଣ ହେବ ବୋଲି କହିଥିଲେ ?

ସେ ମୃତ୍ୟୁରୁ ଉଠିବେ !

ଯୀଶୁ ପୁନର୍ବାର ଉଠିବେ, ଏହି ବିଷୟରେ ଯିହୁଦୀ ନେତାମାନଙ୍କର ତାଙ୍କ ବାବଦରେ କଣ ଚିନ୍ତା କରୁଥିଲେ ?

ସେମାନେ ଭାବିଲେ ଯୀଶୁ ଏକ ମିଥ୍ୟାବାଦୀ ଅଟନ୍ତି .

ଶିଷ୍ୟମାନେ କଣ କରିବେ ବୋଲି ଯିହୁଦୀ ନେତାମାନେ ଭୟ କରୁଥିଲେ ?

ସେମାନେ ଭାବିଲେ ଶିଷ୍ୟମାନେ ଶରୀରକୁ ଚୋରି କରିବେ ଏବଂ ଯୀଶୁ ମୃତ୍ୟୁରୁ ଉଠି ଅଛନ୍ତି ବୋଲି ଦାବି କରିବେ