or_obs-tq/content/40/09.md

537 B

କିଏ ଯୀଶୁଙ୍କ ଶରୀର ନିମନ୍ତେ ପିଲାତଙ୍କୁ ପଚାରିଲେ ?

ଯୋଶେଫ ଓ ନୀକଦୀମ.

ସେମାନେ ଶରୀର ସହିତ କଣ କଲେ ?

ସେମାନେ ଏକ ଲୁଗାରେ ଶରୀରକୁ ଗୁଢ଼ାଇଲେ ଏବଂ କଟା ଯାଇଥିବା ପ୍ରସ୍ତରର ଏକ କବରରେ ରଖିଲେ ଏବଂ କବରର ମୁଖଭାଗରେ ଏକ ବଡ ପଥର ଦ୍ଵାରା ଘୋଡାଇଲେ