or_obs-tq/content/40/07.md

691 B

ଯୀଶୁ କ୍ରୁଶରେ କେଉଁ ଶେଷ ଶବ୍ଦଗୁଡିକ ଚିତ୍କାର କରି କହିଲେ ?

ଏହା ସମାପ୍ତ ହେଲାପିତଃ, ତୁମ୍ଭ ହସ୍ତରେ ମୁଁ ଆପଣା ଆତ୍ମା ସମର୍ପଣ କରୁଅଛି ।”

ଯୀଶୁଙ୍କ ମୃତ୍ୟୁ ପରେ ସଙ୍ଗେ ସଙ୍ଗେ କଣ ଆଶ୍ଚଯ୍ୟ ବିଷୟ ଘଟିଲା ?

ସେଠାରେ ଏକ ଭୂମିକମ୍ପ ହେଲା ଏବଂ ମନ୍ଦିରର ବୃହତ୍ ପରଦା ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇଖଣ୍ଡ ହୋଇଗଲା ।