or_obs-tq/content/40/04.md

512 B

ଯେଉଁ ଚୋର ଯୀଶୁଙ୍କୁ ପରିହାସ କଲା ନାହିଁ, ସେ ଯୀଶୁଙ୍କୁ କଣ କରିବାକୁ କହିଲା ?

ସେ ଯୀଶୁଙ୍କୁ ତାଙ୍କ ରାଜ୍ୟରେ ସ୍ମରଣ କରିବାକୁ କହିଲେ

ଚୋରର ପ୍ରତିଉତ୍ତରରେ ଯୀଶୁ କଣ ଉତ୍ତର ଦେଲେ ?

"ତୁମେ ଆଜି ମୋ ସହିତ ପାରଦୀଶରେ ଉପସ୍ଥିତ ହେବ ।”