or_obs-tq/content/40/02.md

1.0 KiB

ସେହି ସ୍ଥାନର ନାମ କ'ଣ ଥିଲା ଯେଉଁଠାରେ ଯୀଶୁଙ୍କୁ କ୍ରୁଶବିଦ୍ଧ କରାଗଲା ?

କପାଳ ସ୍ଥଳ

ସୈନ୍ୟମାନେ କିପରି ଯୀଶୁଙ୍କୁ କ୍ରୁଶ ସହିତ ସଂଲଗ୍ନ କଲେ?

ସୈନ୍ୟମାନେ କ୍ରୁଶରେ ତାହାଙ୍କ ହାତ ଓ ପାଦକୁ କଣ୍ଟାରେ ବିଦ୍ଧ କଲେ ।

ଯେଉଁମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କରୁଥିଲେ, ସେ ସେମାନଙ୍କ ପାଇଁ କଣ ପ୍ରାର୍ଥନା କରୁଥିଲେ ?

ପିତା, ସେମାନଙ୍କୁ କ୍ଷମା କର, କାରଣ ସେମାନେ କ’ଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ ।”

ଯୀଶୁଙ୍କ ମସ୍ତକ ଉପରେ ଚିହ୍ନ ରୁପେ କଣ ଲେଖାହୋଇଥିଲା ?

"ଯିହୂଦୀମାନଙ୍କର ରାଜା?”