or_obs-tq/content/39/12.md

700 B

ତେବେ ପିଲାତ କାହିଁକି ଯୀଶୁଙ୍କୁ କ୍ରୁଶବିଦ୍ଧ ନିମନ୍ତେ ଅନୁମତି ଦେଲେ ?

ପିଲାତ ଭୟ କଲେ ଯେ ଲୋକମାନେ ଦଙ୍ଗା କରିବା ଆରମ୍ଭ କରିବେ

ରୋମୀୟ ସୈନ୍ୟମାନେ କିପରି ଯୀଶୁଙ୍କ ସହିତ ବ୍ୟବହାର କଲେ ?

ସେମାନେ ଯୀଶୁଙ୍କୁ କୋରଡା ପ୍ରହାର କଲେ ଏବଂ ଏକ ରାଜକୀୟ ବସ୍ତ୍ର ଓ ମସ୍ତକରେ କଣ୍ଟାର ମୁକୁଟ ପିନ୍ଧାଇଲେ ଏବଂ ପରିହାସ କଲେ ।