or_obs-tq/content/39/09.md

573 B

କାହିଁକି ଯିହୁଦୀ ନେତାମାନେ ଯୀଶୁଙ୍କୁ ପିଲାତଙ୍କ ନିକଟକୁ ନେଇଥିଲେ ?

ସେମାନେ ଆଶା କଲେ ଯେ ପିଲାତ ଯୀଶୁଙ୍କୁ ଦୋଷୀ ସାବ୍ୟସ୍ତ କରି ହତ ହେବା ନିମନ୍ତେ ବିଚାର କରିବେ ।

ପିଲାତ ଯୀଶୁଙ୍କୁ କେଉଁ ପ୍ରଥମ ପ୍ରଶ୍ନ ପଚାରିଲେ?

“ତୁମେ କ’ଣ ଯିହୂଦୀମାନଙ୍କର ରାଜା?”