or_obs-tq/content/39/07.md

639 B

ସେ ଯୀଶୁଙ୍କୁ ଜାଣିଛନ୍ତି ବୋଲି ଯେତେବେଳେ ଲୋକମାନେ କହିଲେ, ପିତର କଣ କହିଲେ ?

ପିତର ,ଯୀଶୁଙ୍କୁ ଜାଣିନାହିଁ ବୋଲି କହି ତିନି ଥର ଅସ୍ଵୀକାର କଲେ

ପିତର ଯେତେବେଳେ ତୃତୀୟ ଥର ଯୀଶୁଙ୍କୁ ଅସ୍ଵୀକାର କଲା ପରେ ହଠାତ୍ କଣ ହେଲା ?

ଏକ କୁକୁଡା ଢ଼ାକିଲା,ଏବଂ ଯୀଶୁ ବୁଲିପଡି ପିତରଙ୍କୁ ଚାହିଁଲେ ।