or_obs-tq/content/39/06.md

459 B

ଯୀଶୁଙ୍କ ବିଚାର ସମୟରେ ପିତର କେଉଁଠାରେ ଥିଲେ ?

ପିତର ମହାଯାଜକଙ୍କର ଘର ବାହାରେ ଅପେକ୍ଷା କରୁଥିଲେ .

ଯୀଶୁ ପିତରଙ୍କ ସହିତ ଥିଲେ ବୋଲି କାହିଁକି ଲୋକମାନେ କହୁଥିଲେ?

ପିତର ଓ ଯୀଶୁ ଦୁହେଁ ଗାଲିଲିରୁ ଥିଲେ .