or_obs-tq/content/38/15.md

758 B

ଯୀଶୁଙ୍କୁ ରକ୍ଷା କରିବା ପାଇଁ ପିତର କଣ କଲା ?

ସେ ଏକ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କ ଦାସର କାନ କାଟି ପକାଇଲେ ।

ତାହାଙ୍କୁ ପିତରଙ୍କ ଠାରୁ ରକ୍ଷାର ଆବଶ୍ୟକ ନାହିଁ ବୋଲି ଯୀଶୁ କହିଲେ

ଯୀଶୁ ପିତାଙ୍କୁ ଦୂତମାନଙ୍କର ଏକ ସୈନ୍ୟଦଳକୁ ମାଗିପାରିବେ ।

ଯୀଶୁଙ୍କୁ ବାନ୍ଧି ନେଇଗଲା ପରେ ଶିଷ୍ୟମାନେ କଣ କଲେ ?

ସେମାନେ ସମସ୍ତେ ଦୌଡି ପଳାଇଗଲେ.