or_obs-tq/content/38/01.md

477 B

ପ୍ରତ୍ୟେକ ବର୍ଷ ଯୀଶୁ ପାଳନ କରୁଥିବା ନିସ୍ତାର ପର୍ବର ଅର୍ଥ କଣ ଥିଲା ?

ନିସ୍ତାର ପର୍ବ, ପରମେଶ୍ଵର ଯିହୁଦୀମାନଙ୍କ ପୁର୍ବପୁରୁଷ ମାନଙ୍କୁ ମିସର ଦାସତ୍ଵ ବନ୍ଧନରୁ ରକ୍ଷା କରି ଆଣିଥିବା କୁ ସ୍ମରଣ କରି ପାଳନ କରଯାଏ