or_obs-tq/content/37/03.md

918 B

ଶିଷ୍ୟମାନେ ଯୀଶୁ କହିଥିବା ବିଷୟକୁ କଣ ଚିନ୍ତା କଲେ ଯେତେବେଳେ ସେ କହିଲେ ଯେ ଲାଜାର ନିଦ୍ର ଯାଇଅଛନ୍ତି ?

ସେମାନେ ଭାବିଲେ ସେ କେବଳ ନିଦ୍ରା ଯାଇଅଛନ୍ତି ଏବଂ ଶୀଘ୍ର ଭଲ ହେବେ .

ଯୀଶୁ ସରଳ ଭାବରେ ଶିଷ୍ୟମାନଙ୍କୁ କଣ କହିଲେ ?

ଯୀଶୁ କହିଲେ ଯେ ଲାଜାର ମରିଯାଇଅଛନ୍ତି.

ଲାଜାରଙ୍କ ମୃତ୍ୟୁ ସମୟରେ ସେ ନ ଥିଲେ ବୋଲି ଯୀଶୁ କାହିଁକି ଆନନ୍ଦିତ ଥିଲେ ?

କାରଣ କିଛି ହେବ ଯେଉଁ ଦ୍ଵାରା ଶିଷ୍ୟମାନେ ଯୀଶୁଙ୍କୁ ବିଶ୍ବାସ କରିବେ .