or_obs-tq/content/36/03.md

799 B

କେଉଁ ଦୁଇ ପୁରୁଷମାନେ ଯୀଶୁଙ୍କୁ ଦୃଶ୍ୟମାନ ହେଲେ ?

ମୋଶା ଓ ଏଲୀୟ ଭାବବାଦୀ।

ମୋଶା ଓ ଏଲୀୟ ଯୀଶୁଙ୍କୁ ଦୃଶ୍ୟମାନ ହେଲେ, ଏହା କାହିଁକି ଆଶ୍ଚର୍ଯ୍ୟ ବିଷୟ ଅଟେ ?

ସେମାନେ ଦୁହେଁ ଶହ ଶହ ବର୍ଷ ପୂର୍ବରେ ରହୁଥିଲେ .

ମୋଶା ଓ ଏଲୀୟ ଯୀଶୁ ସହିତ କଣ ଆଲୋଚନା କରୁଥିଲେ ?

ସେମାନେ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ

ଯୀଶୁ କେଉଁଠାରେ ମରିବାକୁ ଯାଉଥିଲେ ?”

ଯିରୁଶାଲମ.