or_obs-tq/content/35/13.md

673 B

ପିତାର ସମ୍ପତ୍ତିର କେତେ ଭାଗ ବର୍ତ୍ତମାନ ଜ୍ୟେଷ୍ଠ ପୁତ୍ରର ଭାଗରେ ଥିଲା ?

ସମସ୍ତ ଯାହା ତାହାର ପିତାର ଥିଲା .

ପିତା ସାନ ପୁଅର ପ୍ରତ୍ୟାବର୍ତ୍ତନର ଉତ୍ସବ ପାଳନ କରିବାର କେଉଁ କାରଣ କହିଲେ ?

ତାଙ୍କ ପୁତ୍ର ମରିଯାଇଥିଲେ, କିନ୍ତୁ ବର୍ତ୍ତମାନ ଜୀବିତ ହେଲେ .ସେ ହଜିଯାଇଥିଲେ, କିନ୍ତୁ ବର୍ତ୍ତମାନ ମିଳିଅଛି