or_obs-tq/content/35/12.md

732 B

ଜ୍ୟୋଷ୍ଠ ପୁତ୍ରର ତାଙ୍କ ପିତାଙ୍କଠାରେ ଅଭିଯୋଗ କଣ ଥିଲା ?

ମୁ ତୁମ୍ଭ ନିମନ୍ତେ ବିଶ୍ଵସ୍ତ ଭାବରେ କାର୍ଯ୍ୟକଲି ଏବଂ ତୁମ୍ଭେ ମୋତେ ଉତ୍ସବ କରିବା ପାଇଁ ଏକ ଛୋଟ ଛେଳି ମଧ୍ୟ ଦେଲ ନାହିଁ କିନ୍ତୁ ଏହି ତୁମ୍ଭ ପୁତ୍ର କଦାଚାରରେ ତୁମର ସମ୍ପତ୍ତି ଉଢ଼ାଇ ଦେଇ ଗୃହକୁ ଫେରିଲା, ତୁମେ ତା’ ନିମନ୍ତେ ସବୁଠାରୁ ହୃଷ୍ଟପୁଷ୍ଟ ବାଛୁରୀ ମାରିଲ!”