or_obs-tq/content/35/06.md

734 B

ସାନ ପୁତ୍ର ଗୃହକୁ ଫେରିବାର ନିଷ୍ପତ୍ତି କାହିଁକି ନେଲା ?

ସେ ଜାଣିପାରିଲା ଯେ , ପିତା’ଙ୍କ ଦାସମାନେ ତା'ଠାରୁ ଉତ୍ତମ ଜୀବନ କାଟୁଛନ୍ତି ଏବଂ ସେମାନଙ୍କ ଠାରେ ପ୍ରଚୁର ଖାଦ୍ୟ ଅଛି

ସାନ ପୁଅ ତାହାର ପିତାଙ୍କୁ କଣ ମାଗିବା ପାଇଁ ଯୋଜନା କଲା ?

ସେ ତାହାର ପିତାଙ୍କୁ ତାଙ୍କ ଦାସମାନଙ୍କ ପରି ଜଣେ ହେବା ନିମନ୍ତେ ପଚାରିବା ପାଇଁ ଯାଉଥିଲା .