or_obs-tq/content/35/05.md

447 B

ସେହି ସ୍ଥାନରେ କଣ ହେଲା ଯେଉଁଠାରେ ସାନ ପୂଅ ରହିବାକୁ ଚାଲିଗଲା ?

ସେଠାରେ ଅତିଶୟ ଦୁର୍ଭିକ୍ଷ ହେଲା.

ସାନ ପୂଅ ଦୁର୍ଭିକ୍ଷ ସମୟରେ ରହିବା ପାଇଁ କଣ କଲା ?

ସେ ଘୁଷୁରୀଗୁଡିକୁ ଚରାଇବାର ଏକ କାର୍ଯ୍ୟ କଲା.