or_obs-tq/content/33/06.md

689 B

ଶିଷ୍ୟମାନେ କାହାଣୀର ବା ଦୃଷ୍ଟାନ୍ତର ଅର୍ଥ ବୁଝିପାରିଲେ କି?

ନାହିଁ, ସେମାନେ ଦ୍ଵନ୍ଦରେ ଥିଲେ.

କାହାଣୀରେ ଉତ୍ତମ ବିହନ କଣ ସୁଚାଏ ?”

ଈଶ୍ବରଙ୍କ ବାକ୍ୟ

ପଥ ବା ରାସ୍ତା କଣ ସୁଚାଏ ?

ସେହି ବ୍ୟକ୍ତିକୁ ଯିଏ ଈଶ୍ବରଙ୍କ ବାକ୍ୟ ଶୁଣେ, କିନ୍ତୁ ତାହା ବୁଝିପାରେ ନାହିଁ, ଏବଂ ଶୟତାନ ତାହାଠାରୁ ବାକ୍ୟ ହରଣ କରିନିଏ ।”