or_obs-tq/content/32/08.md

674 B
Raw Permalink Blame History

ଭୁତମାନେ ଯୀଶୁଙ୍କୁ କେଉଁଠାକୁ ପଠାଇବାକୁ ନିବେଦନ କଲେ ଯେତେବେଳେ ସେମାନେ ସେହି ମନୁଷ୍ୟକୁ ଛାଡିଲେ ?

ସେମାନେ ଘୁଶୁରୀମାନଙ୍କ ଦଳ ମଧ୍ୟକୁ ପଠାଇବାକୁ କହିଲେ .

ଘୁଷୁରୀମାନଙ୍କୁ କଣ ହେଲା ଯେତେବେଳେ ଭୁତମାନେ ସେମାନଙ୍କ ମଧ୍ୟକୁ ପ୍ରବେଶ କଲେ ?

ସେମାନେ ତୀଖସ୍ଥାନରୁ ଦୌଡି ଯାଇ ହ୍ରଦରେ ବୁଡି ମଲେ ।