or_obs-tq/content/32/04.md

469 B

ଭୁତ ସେହି ମନୁଷ୍ୟକୁ କଣ କରାଉଥିଲା?

ଭୂତ ତାହାଦ୍ଵାରା ଶିକୁଳିଗୁଡିକ ଭାଙ୍ଗୁଥିଲା , କବର ସ୍ଥାନରେ ରହୁଥିଲା, ସମସ୍ତ ଦିନ ଓ ରାତିରେ ଚିତ୍କାର କରୁଥିଲା, ପୋଷାକ ନ ପିନ୍ଧି, ନିଜ ଶରୀରକୁ ପଥର ସହିତ ଆଘାତ କରୁଥିଲା.