or_obs-tq/content/31/01.md

645 B

ଯୀଶୁ ଶିଷ୍ୟମାନଙ୍କୁ କ'ଣ କରିବାକୁ କହିଲେ ଯେତେବେଳେ ସେ ଜନଗହଲିକୁ ବିଦାୟ ଦେଲେ?

ଅପର ପାର୍ଶ୍ଵରେ ସେ ନିଜେ ଏକ ନୌକାରେ ବସିଲେ ଏବଂ ହ୍ରଦର ଆରପାରିକୁ ଯିବାକୁ କହିଲେ ।

ଶିଷ୍ୟମାନଙ୍କୁ ସେମାନଙ୍କ ନୌକାରେ ପଠାଇଲା ପରେ ଯୀଶୁ କଣ କଲେ ?

ସେ ଏକ ପାହାଡର ପାର୍ଶ୍ଵକୁ ପ୍ରାର୍ଥନା କରିବାକୁ ଗଲେ